କୋଣାର୍କ: ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ପାଇଁ ନୂଆ ପର୍ଯ୍ୟାୟର କାର୍ଯ୍ୟ ଆରମ୍ଭ ହୋଇଛି।

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ବିଶେଷଜ୍ଞମାନେ ପଥର ସଂରକ୍ଷଣ ଓ ମରାମତି କାର୍ଯ୍ୟ କରୁଛନ୍ତି।

ଏହି ସମୟରେ ମଧ୍ୟ ପର୍ଯ୍ୟଟକମାନେ ମନ୍ଦିର ପରିଦର୍ଶନ କରିପାରିବେ ବୋଲି ଜଣାଯାଇଛି।